ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଫୁଲଫେଜ ମକଡ୍ରିଲ

କଟକ କମିଶନରେଟ ପୁଲିସ, ଏସଟିୟୁ ଏସ୍ଓଜି, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ମିଳିତ ଭାବେ ଆଜି ଫୁଲଫେଜ ମକଡ୍ରିଲ କରୁଛନ୍ତି।

ମ୍ୟାଚ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଏହା ସହାୟକ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes