ବାରବନ୍ଧା ଓ ଡୁଡକାରଞ୍ଜା ପଞ୍ଚାୟତରେ ଯୋଗଦେଲେ ନୂଆଁ ଇଓ

କଳାହାଣ୍ଡି ଜିଲ୍ଲା ଏମ ରାମପୁର ବ୍ଳକ ବାରବନ୍ଧା ଓ ଡୁଡୁକାରଞ୍ଜା ପଞ୍ଚାୟତରେ ଆଜି ନୂଆଁ ଇଓ ଉଗ୍ରେଶନ ଗୌଡ ଯୋଗଦାନ କରିଛନ୍ତି ।

ସରପଞ୍ଚ ବୃନ୍ଦାବତୀ ପାଠକ,ସୂର୍ଯ୍ୟମଣି ପାତ୍ର ଏବଂ ସମିତି ସଭ୍ୟ ତାଙ୍କୁ ସ୍ଵାଗତ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes