ବାରପାହାଡ ଜଙ୍ଗଲରେ ଜଣଙ୍କ ସନ୍ଦେହ ଜନକ ମୁତ୍ଯୁ

ସୋନପୁର ସଦରବ୍ଲକ ଛକୋରମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡୁମ୍ବେରଖୋଲ ବାରପାହାଡ ଜଙ୍ଗଲରେ ଆଜି ମେଣ୍ତା ଜଙ୍ଗଲ ମଧ୍ୟରେ ରହୁଥିବା ୪୮ ବର୍ଷୀୟ ହିରୋ ହାତୀଙ୍କ ମୃତ ଦେହ ପଡିଥିବା ଖବର ପାଇ ଡୁଙ୍ଗୁରିପାଲି ଥାନା ଲଛିପୁର ଫାଣ୍ତି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତକରି ଶବ ବ୍ୟବଚ୍ଛେଦ ପାଇଁ ସୋନପୁର ନିଆଯାଇଥିବା ଲଛିପୁର ଫାଣ୍ତି ଅଧିକାରୀ ପ୍ରଦିପ କୁମାର ପଧାନ ପ୍ରକାଶ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version