ଆଜି ବରଗଡ ଜିଲ୍ଲା ବରପାଲି ବ୍ଲକ ବାରଙ୍ଗପାଲି ଗ୍ରାମରେ ନୂତନ ଭାବେ ନିର୍ମାଣ ହୋଇଥିବା ଅଙ୍ଗନୱାଡ଼ି ଗୃହର ଶୁଭ ଉଦଘାଟନ କରିଛନ୍ତି ବିଧାୟିକା ରିତା ସାହୁ କରିଛନ୍ତି।
ଏହି ଉଦଘାଟନ ସମାରୋହରେ ବ୍ଲକ ଅଧ୍ୟକ୍ଷ ରିନା ଥଇତ ଉପାଧ୍ୟକ୍ଷ ଯୋଗେଶ୍ୱର ବାରିକ ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।