ବାରକୋଟ ସୈରାତ ଉତ୍ସର ଲିଜ ସକାଶେ ଟେଣ୍ତର

ଦେବଗଡ ଜିଲ୍ଲା ବାରକୋଟ ତହସିଲ ଅଧିନସ୍ଥ ଥିବା ସୈରାତ ଉତ୍ସର ଲିଜ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ଜୁଲାଇ ମାସ ୧୯ ଯାଏ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version