ବାବା ଜ୍ୟୋତିର୍ଲିଙ୍ଗେଶ୍ୱର ମନ୍ଦିରରେ ଶିବ ବିବାହ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳାସ୍ଥିତ ବାବା ଜ୍ୟୋତିର୍ଲିଙ୍ଗେଶ୍ୱର ମନ୍ଦିରରେ ଆଜି ବେଶ ଧୁମଧାମରେ ସକାଳେ ନୀତି କାନ୍ତି ଅଡିବା ପରେ ପୂଜା କାର୍ଯ୍ୟ ତଥା ଶିବ ବିବାହ ଅନୁଷ୍ଠିତ ହୋଇଛି ।

ଶିବଙ୍କର ଏହି ବେଶ ଦେଖିବା ପାଇଁ ଅନେକ ଶ୍ରଦ୍ଧାଳୁଙ୍କର ଭିଡ଼ ଦେଖିବାକୁ ମିଳିଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version