‘ବାପା ପରି କିଏ ହେବ’ ଆଲବମ ଗୀତର କିଛି ଝଲକ

ହରିବୋଲ ପ୍ରଡକ୍ଟସନର ଆଲବମ ସଂଗୀତ ‘ବାପା ପରି କିଏ ହେବ’ । ଯାହାକି ଖୁବ କମ ଦିନରେ ଅନ୍ୟ ସଂଗୀତ ଗୁଡିକ ଲୋକେ ପାଖରେ ଆଦୃତ ହୋଇ ପାରିଛି ।

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଅନେକ ସ୍ଥାନରେ ଏହି ସଂଗୀତ ଜୋରଦାର ସିଟିଂ ଚାଲିଛି । ଏଥିରେ କାବୁ ତ୍ରିପାଠୀ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes