ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ

ସୁନ୍ଦରଗଡ଼ ଜିଲ୍ଲା କମଣ୍ଡ ନାଏକସାହିରେ ବାପପୁଅ ବଚସାରୁ ବୀଭତ୍ସକାଣ୍ଡ ଘଟିଛି।

ବାପାର ଟାଙ୍ଗିଆ ଚୋଟରେ ପୁଅର ଜୀବନ ଯାଇଛି। ଅଭିଯୁକ୍ତ ବାପାକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes