ବାଥୁଡି ସମାଜ ପକ୍ଷ ରୁ ରକ୍ତଦାନ ଶିବିର

ମୟୂରଭଞ୍ଜ ଜିଲ୍ଲା ଉଦଳା ଯୁବ ବାଥୁଡି ସମାଜ ପକ୍ଷ ରୁ ସ୍ଥାନୀୟ ସନ୍ଧାନ ଗୃହ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି! ! ବିଶେଷ କରି ବାହାନଗା ଠାରେ ଟ୍ରେନ ଦୁର୍ଘଟଣା ରେ ଆହାତ ଙ୍କ ଚିକିତ୍ସା ଓ ଉଦଳା ମେଡିକାଲ ରେ ରକ୍ତ ଅଭାବ କୁ ନେଇ ଏହି ରକ୍ତଦାନ ଶିବିର ଆୟୋଜନ ହୋଇଥିଲା! ମୋଟ ୭୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା! ଭୁବନେଶ୍ୱର ର ପୂର୍ବତନ ଡେପୁଟି ମେୟର ତଥା ସ୍ବେଛାସେବୀ ଭାରତୀ ସିଂ ଏହି ରକ୍ତଦାନ ଶିବିର ରେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଏହି ମହତ କାର୍ଯ୍ୟ ପାଇଁ ଉତ୍ସାହିତ କରିଥିଲେ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes