ବାତ୍ୟା ହେବ କି ନାହିଁ ଏବେ ସ୍ପଷ୍ଟ ହୋଇନାହିଁ : ଆଇଏମଡି

ଆଣ୍ଡାମାନ ସାଗରରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ହେବ କି ନାହିଁ ସ୍ପଷ୍ଟ ହେବ ଏବଂ ଏହା ଉତ୍ତର ପଶ୍ଚିମକୁ ଗତି କରି ଅବପାତରେ ପରିଣତ ହେବ ବୋଲି ଆଇଏମଡି ଡିଜି କହିଛନ୍ତି l

ତେବେ ଅବପାତ ହେବା ପରେ ଏହାର ଗତିପଥ ଜଣାପଡିବ l ଏବେ ଆଣ୍ଡାମାନ ସାଗରରେ ହେବାକୁ ଥିବା ଲଘୁଚାପର ପ୍ରଭାବ ଓଡ଼ିଶାରେ ପଡିବ ନାହିଁ ବୋଲି ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes