ବାତ୍ୟା ମାଣ୍ଡୋସ : ଗଜପତିରେ ଝିପ ଝିପ ବର୍ଷା

ବାତ୍ୟା ମାଣ୍ଡୋସ ପ୍ରଭାବରେ ଗଜପତିରେ ଗତକାଲି ରାତିରୁ ଝିପ ଝିପ ବର୍ଷା ଲାଗି ରହିଛି।

ଏହା ସହ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes