ବାଣ ବିସ୍ଫୋରଣ ଘଟଣାରେ ଆକ୍ସନ; ୫ ଗିରଫ

ନୟାଗଡ଼ କୋରଡା ଗାଁରେ ବାଣ ବିସ୍ଫୋରଣ ଘଟଣାରେ ଆକ୍ସନ ମୋଡ଼ରେ ପୋଲିସ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଇଟାମାଟି ଓ ପଲ୍ଲି ଶାସନ ଗାଁରେ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଓ ତିଆରି ସାମଗ୍ରୀ ଜବତ କରିଛି। ବିସ୍ଫୋରଣରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes