ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ ଘଟି ଜଣେ ମୃତ, ୩ ଗୁରୁତର

ଅନୁଗୋଳ ଜିଲ୍ଲା ତାଳଚେର ଖମାର ଥାନା ଇଞ୍ଚୁଡ଼ି ପଞ୍ଚାୟତ ସାଆନ୍ତା ଗାଁରେ ଏହି ଘଟଣା ଘଟିଛି।

ଗୁରୁତର ଆହତ ୩ ଜଣଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version