ବାଣ ପ୍ରସ୍ତୁତି ପାଇଁ ଅନୁମତି ନଥିଲା: ଜିଲ୍ଲାପାଳ

ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁରରେ ବାଣ ବିସ୍ଫୋରଣରେ ୪ ମୃତ ଘଟଣାରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ବିନା ଅନୁମତିରେ ବାଣ ତିଆରି, ପ୍ରସ୍ତୁତି ଚାଲିଥିଲା।

ବାଣ ପାଇଁ କେଉଁଠୁ କଞ୍ଚାମାଲ ଆଣିଥିଲେ, ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version