ବାଣୀବିହାର ଯୁନିଭରସିଟି ହାଇସ୍କୁଲରେ ‘ଆକାଙକ୍ଷା, ଦି ଫୋରମ ‘ ବହୁମୁଖୀ ସୌଧ ଭିତ୍ତିପ୍ରସ୍ତର

ବାଣୀବିହାର ଯୁନିଭରସିଟି ହାଇସ୍କୁଲରେ ” ଆକାଙକ୍ଷା, ଦି ଫୋରମ ” ବହୁମୁଖୀ ସୌଧ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୋ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ବାଗଚୀ l

ଉକ୍ତ କାର୍ଯ୍ୟକ୍ରମ ମୁଖ୍ୟଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀବିଷ୍ଣପଦ ସେଠୀ, ଉକ୍ତ ହାଇସ୍କୁଲର ମେଣ୍ଟର ତଥା ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଚେୟାରମ୍ୟାନ ସୁବ୍ରତ ବାଗଚୀ ଯୋଗ ଦେଇଥିଲେ l ଏହି ବହୁମୁଖୀ ସୌଧରେ ବିଜ୍ଞାନାଗାର, ପାଠାଗାର ସହ ବିଭିନ୍ନ ଇନଡୋର ଗେମ ଓ କୌଶଳ ବିକାଶ ନିମନ୍ତେ ସୁବିଧା ମିଳିପାରିବ l କୁଳପତି ସବିତା ଆଚାର୍ଯ୍ୟ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes