ଯେଉଁମାନେ ବେଆଇନ ଭାବେ କ୍ବାର୍ଟର୍ସ ମାଡ଼ି ବସିଛନ୍ତି, କାଲି ବିଦା ହେବେ ନେଇ ସୂଚନା ଦେଲେ ଏସିପି ଜୋନ୍-୫ ବିଶ୍ବରଞ୍ଜନ ସେନାପତି। ଆଜି ସରୁଛି ନୋଟିସ୍ର ଡେଡ୍ଲାଇନ, କାଲି ପୋଲିସ ଉଚ୍ଛେଦ କରିବ।
ବସ୍ତି କରି ରହୁଥିବା ଲୋକଙ୍କୁ ଉଚ୍ଛେଦ ପାଇଁ ଟିକେ ସମୟ ଲାଗିବ।ଅଣଛାତ୍ରଙ୍କୁ ବିଦା ପରେ ଏବେ କ୍ବାର୍ଟର୍ସ କ୍ଲିନ୍ ପାଇଁ କର୍ତ୍ତୃପକ୍ଷ ପଦକ୍ଷେପ ନେଉଛନ୍ତି।