ବାଣୀବିହାରରେ ABVPର ବିକ୍ଷୋଭ ପ୍ରଦର୍ଶନ

ବାଲେଶ୍ବର ଏଫ୍ଏମ ଛାତ୍ରୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ବାଣୀବିହାରରେ ABVP ବିକ୍ଷୋଭ ପ୍ରଦର୍ଶନ କରିଛି।

ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆଇନଯୁକ୍ତ ସ୍ଥାୟୀ ICC ଗଠନ ଦାବି ହୋଇଛି।ଉସୁକାଉଥିବା ଦୁଇ ଛାତ୍ର କଂଗ୍ରେସ ନେତାଙ୍କ ଗିରଫ ଦାବି ହୋଇଛି।ଆନ୍ଦୋଳନ କରୁଥିବା ABVP କର୍ମୀଙ୍କୁ NHରୁ ଉଠାଇଲା ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes