ପଟ୍ଟାମୁଣ୍ଡାଇ ରାଜନଗର ବ୍ଲକ ଏଣ୍ଡୁଳାପୁର ଗାଁ ପୋଖରୀରୁ ଉଦ୍ଧାର ମାଈ କୁମ୍ଭୀରର ଲମ୍ବ ୬ ଫୁଟ୍ ୩ ଇଞ୍ଚ୍ ହୋଇଥିବା ସୂଚନା ମିଳିଛି।
ବନ୍ୟା ପାଣିରେ କୁମ୍ଭୀର ପୋଖରୀକୁ ପଳାଇ ଆସିଥିବା ଅନୁମାନ କରାଯାଉଛି। ପୋଖରୀ ଭିତରୁ କୁମ୍ଭୀରକୁ ଉଦ୍ଧାର କଲା ବନ ବିଭାଗ ଟିମ୍।
Credible Local News of Odisha