ବାଟରେ ଖରାପ ହୋଇଗଲା ଆମ୍ବୁଲାନ୍ସ; ଯୁବକ ମୃତ

ବ୍ରହ୍ମପୁର ଯିବା ବାଟରେ ଖଲ୍ଲିକୋଟ ଘାଟିରେ ଆମ୍ବୁଲାନ୍ସ ଖରାପ ହୋଇଯାଇଥିଲା। ମେଡ଼ିକାଲ ପହଞ୍ଚିବାକୁ ୩ ଘଣ୍ଟା ବିଳମ୍ବ ହେବାରୁ ଯୁବକ ପ୍ରାଣ ହରାଇଛନ୍ତି।

ପେଟରେ କ୍ରିକେଟ୍ ବଲ୍ ବାଜିବା ପରେ ମେଡ଼ିକାଲ୍ ଯାଉଥିଲେ ଯୁବକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes