କଂଗ୍ରେସର କୌଣସି ବି ବିଧାୟକ ନିର୍ବାଚନରେ ଭାଗ ନେବେନି, ନୂଆଖାଇ ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ, ୨ ଦିନ ପାଳନ ହୁଏ, ଦୁର୍ଭାଗ୍ୟର କଥା ମୁଖ୍ୟମନ୍ତ୍ରୀ ୨୧ରେ ବିଧାନସଭା ଡାକିଛନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର।
ପ୍ରତିବାଦ ସତ୍ତ୍ୱେ କର୍ଣ୍ଣପାତ କରୁନାହାନ୍ତି, ପଶ୍ଚିମ ଓଡ଼ିଶା ପ୍ରତି ଉପହାସ।ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗ ସହ ଖେଳାଯାଉଛି କହିଲେ ନରସିଂହ।