ଓଡିଶା ବିଧାନସଭାର ନୂତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ଦାୟିତ୍ଵ ଗ୍ରହଣ କରିବା ପରେ ବିଧାନସଭା କାର୍ଯ୍ୟାଳୟ ଠାରେ ଆଜି ମୁଖ୍ୟ ସଚେତକ ତଥା ଅନୁଗୋଳ ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି, ତାଳଚେରବବିଧାୟକ ବ୍ରଜକିଶୋର ପ୍ରଧାନ,ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ପାଳଲହଡା ବିଧାୟକ ମୁକେଶ ପାଲ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l
