ବାଙ୍କୀରେ 24 ଘଣ୍ଟାରେ 75 ମିମି ବର୍ଷା July 6, 2022 by Odisha ଗତ 24 ଘଣ୍ଟା ମଧ୍ୟରେ କଟକ ଜିଲ୍ଲାର ବାଙ୍କୀରେ 75 ଏବଂ କଣ୍ଟାପଡାରେ 54 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l