ବାଘ ନଦୀ ପୋଲରେ ପିଟିହେଲା କାର, ଆଠ ଆହତ

ବରଗଡ଼ରୁ ଆଠ ଜଣ ଲୋକ ଏକ କାରରେ ପୁରୀ ଯାଉଥିବା ବେଳେ ଆଜି ଭୋର ସମୟରେ କାରଟି ବୌଦ୍ଧ ସଦର ଥାନା ଅନ୍ତର୍ଗତ ବାଘ ନଦୀ ପୋଲରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା l
ଆହତ ଯାତ୍ରୀ ମାନଙ୍କୁ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes