ବାଘ ଛାଲ ଡିଲ୍‌ ବେଳେ ଦାଦା-ପୁତୁରା ଗିରଫ

କନ୍ଧମାଳ ଜିଲ୍ଲା ଫୁଲବାଣୀ ଖଜୁରିପଡ଼ାରୁ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ବେଳେ ଚଢ଼ାଉ କରି ଧରିଛି ଏସଟିଏଫ।

ଧରାପଡ଼ିଥିବା ୨ ଜଣ ସମ୍ପର୍କରେ ଦାଦା-ପୁତୁରା ହୋଇଥିବା ସୂଚନା ମିଳିଛି।ଗିରଫ ଦାଦା-ପୁତୁରା ଶିକାରୀ କିମ୍ବା ମିଡିଲ ମ୍ୟାନ ସ୍ପଷ୍ଟ ହୋଇନି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes