ବାଘ ଛାଲ ଜବତ, ଜଣେ ଗିରଫ

ବଲାଙ୍ଗିର ଟିକ୍ରାପଡ଼ା-ସଇଁତଳା ରାସ୍ତାରେ ଡିଲ୍‌ ବେଳେ ଏହି ବାଘଛାଲ ଜବତ ହୋଇଛି।

ଏଥିରେ ଏସଟିଏଫ ଆଦିକନ୍ଦ ଘିୱାଲ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି।

Leave a Comment