ବାଘରତୈଲା ଗାଁରେ ବଜ୍ରାଘାତ ଘଟି ଚାଷୀଙ୍କ ମୃତ୍ୟୁ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ପଞ୍ଚାୟତ ଅନ୍ତର୍ଗତ ବାଘରତୈଲା ଗାଁରେ ବଜ୍ରାଘାତ ଘଟି ବିଶିକେଶନ ଶଙ୍ଖୁଆ ନାମକ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes