ବାଘକୁ ନେଇ ଭୟଭୀତ ନହେବାକୁ କହିଲେ ପିସିସିଏଫ

ଆନନ୍ଦପୁର ପଞ୍ଚୁପଲ୍ଲୀରେ ବାଘ ବୁଲିବା ଭିଡିଓ ଭାଇରାଲ ଘଟଣାରେ ବାଘକୁ ନେଇ ଭୟଭୀତ ନହେବାକୁ କହିଲେ ପିସିସିଏଫ ସୁଶାନ୍ତ ନନ୍ଦ।

ବୁଲୁଥିବା ବାଘଟି ଏକ କଲରାପତରିଆ ବାଘ, ହଦଗଡ଼ରୁ ଚାଲି ଆସିଛି, ପାଖରେ ଅଭୟାରଣ୍ୟ ଥିବାରୁ ଏମିତି ଚାଲିଆସିବା ସାଧାରଣ କଥା, ଆମ କର୍ମଚାରୀ ସେଠାରେ ଉପସ୍ଥିତ ଅଛନ୍ତି, ନଜର ରଖିଛନ୍ତି, ଲୋକମାନେ ଭୟଭୀତ ହୁଅନ୍ତୁନି, ସଂଧ୍ୟା ହେଲେ ସେ ପଳାଇବ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes