ବାଗବରେ ରାମ ନବମୀ ଉଦଯାପିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ଠାରେ ରାମ ଅଭିଷେକ ସହ ରାମ ନବମୀ ଉଦଯାପିତ ହୋଇଯାଇଛି।

ଏହି ଅବସରରେ ନଗର ପରିକ୍ରମା ହେଉଥିବା ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes