ବାଉନ୍ସର ଗ୍ୟାଙ୍ଗର ୨ ଲେଡି ଡନ୍ ଗିରଫ

ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳରୁ ୨ ଜଣଙ୍କୁ ଗିରଫ କରିଛି ପୁଲିସ।

ଏମାନେ ବିବାଦୀୟ ଜମିକୁ ଅକ୍ତିଆର କରାଇବା ପାଇଁ ସୁପାରି ନେଉଥିଲେ।ଏବେ ବି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଫେରାର ଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes