ସୋନପୁର ଜିଲ୍ଲା ବୀରମହାରାଜପୁର ଠାରୁ ବାଉଁଶୁଣୀ କୁ ଯୋଗାଯୋଗ ପାଇଁ ମହାନଦୀ ଉପରେ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁରି ହୋଇଛି।
ଆଜି ଏନେଇ ବୌଦ୍ଧ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ରାଜ କିଶୋର ମଲ୍ଲିକ ଙ୍କ ସହ ବିଭାଗାର ବିଭିନ୍ନ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ସେତୁ ନିର୍ମାଣ ହେଲେ ବାଣିଜ୍ୟ, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଠିକ୍ ରିହିବବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି।