ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା; ୨ ମୃତ

କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ପାଟଣା ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ କପାସପଡ଼ା ବାଙ୍କ ନିକଟରେ ମଙ୍ଗଳବାର ପୂର୍ବାହ୍ନ ଏକ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି।

ମୃତକ ୨ଜଣ ହେଉଛନ୍ତି ପାଟଣା ବ୍ଲକ୍ ତଣ୍ଡ ଗ୍ରାମର ମିତ୍ରଭାନୁ ବେହେରା (୪୮) ଓ ଘଟଗାଁ ଥାନା ଗୋପାଳପୁର ଗ୍ରାମର ଯଦୁ ମୁଣ୍ଡା (୨୫) । ଗୁରୁତର ୨ ହେଉଛନ୍ତି ସଡଙ୍ଗ ବହାଳୀଗ୍ରାମର ଗୋପବନ୍ଧୁ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଭବାନୀ ମୁଣ୍ଡା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes