ବାଇକ ସହ ପୋଲ ତଳକୁ ଖସି ଆରୋହୀ ମୃତ

କେନ୍ଦୁଝର ଜିଲ୍ଲା ମାଛଗଡ଼ ସାହାରପଡା ରାସ୍ତାର ପଇତାମଜା ନିକଟରେ ପ୍ରବାହିତ ବିରଳଳ ନଦୀ ପୋଲ ତଳକୁ ବୁଧବାର ରାତ୍ରି ଖସି ପଡି ଜଣେ ୪୬ ବର୍ଷୀୟ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।

ମୃତକ ଜଣକ ହେଉଛନ୍ତି କରଞ୍ଜିଆ ଥାନା ପାଟବିଲା ପଞ୍ଚାୟତ କେଞ୍ଜରା ଗ୍ରାମର ସୁଶୀଲ ମହାନ୍ତ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes