ବାଇକ ସହ ଗଞ୍ଜେଇ ଜବତ, ୩ ଗିରଫ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ସିନ୍ଧୁଗୋରା ଛକ ନିକଟରେ ଆଜି କଣ୍ଟାମାଳ ପୁଲିସ ପକ୍ଷରୁ ତନଖି କରୁଥିବା ସମୟରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ସନ୍ଦେହରେ ଦୁଇ ବାଇକ ଓ ୩ ଜଣକୁ ଅଟକ ରଖି ପଚରାଉଚରା କରାଯାଇଥିଲା।

ପୁଲିସ ଏମାନଙ୍କ ପାଖରୁ ୧୦ କେଜି ଗଞ୍ଜେଇ ଜବତ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes