ବାଇକ ଉପରେ ଚଢ଼ିଗଲା ବୋଲେରୋ, ୩ ମୃତ

ବଲାଙ୍ଗିର ଜିଲ୍ଲା ଲୋଇସିଂହା-ଭରସୁଜା ରାସ୍ତା କରକଚିଆରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ବୋଲେରୋ ଧକ୍କାରେ ଶଳା, ଭିଣୋଇ ସହ ସାଙ୍ଗର ମୃତ୍ୟୁ ଘଟିଛି। ୩ ମୃତକ କୁସଙ୍ଗ, ରୋଠ୍‌ ଓ ସଦେଇପାଲି ଗାଁର ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version