ବାଇକ୍‌ରୁ ପଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଆହତ

କୋଣାର୍କ ଗୋପ ଚାରିଛକ ରାସ୍ତା ଛଣିଜଙ୍ଗ ନିକଟରେ ଦୁର୍ଘଟଣା ଘଟିଛି।

ହମ୍ପସରେ ଭାରସାମ୍ୟ ହରାଇ ବାଇକ୍‌ରୁ ପଡ଼ି ସ୍ତ୍ରୀର ମୃତ୍ୟୁ ଘଟିଛି।ଏକାଦଶୀରେ ଦମ୍ପତି ମନ୍ଦିର ଯିବାବେଳେ ଦୁର୍ଘଟଣା ଘଟିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes