ବାଇକରେ ୨ ଲକ୍ଷ ନେଇ ଯାଉଥିଲେ ଫରେଷ୍ଟର, ଧରିଲା ଭିଜିଲାନ୍ସ

କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଶଗଡ଼ା ରେଞ୍ଜର ଫରେଷ୍ଟର ଦେବେନ୍ଦ୍ର ମାଝୀ ବାଇକରେ ୨ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭବାନୀପାଟଣା ଇରିଗେସନ୍ କଲୋନୀ ଛକ ନିକଟରେ ଭିଜିଲାନ୍ସ ଧରିଛି।

ଏହା ପରେ ଫରେଷ୍ଟରଙ୍କୁ ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ନେଇ ପଚରାଉଚରା କରୁଛି ଭିଜିଲାନ୍ସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes