ବାଇକକୁ ଧକ୍କା ଦେଲା ବନ ବିଭାଗ ଗାଡି, ଜଣେ ମୃତ

ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ମୂଷାବିରାରେ ବାଇକକୁ ପିଟିଛି ବନ ବିଭାଗ ଗାଡି।

ମୃତ ବାଇକ୍‌ ଆରୋହୀ ଲହୁଣିପଡା ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version