ବହୁ ଚର୍ଚ୍ଚିତ ଗୋଲଡେନ ବାବାର ଏକ ବିଏମ୍‌ଡବ୍ଲୁ କାର୍‌ ଜବତ

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ କ୍ୟାମ୍ପସ ଭିତରୁ କାର୍‌ ମିଳିଛି।

ପୂର୍ବରୁ ମଧ୍ୟ ଗୋଲଡେନ ବାବାର ଏକ ଦାମୀ କାର୍‌ ଜବତ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes