କବାଡ଼ିଆଙ୍କୁ ପାଠ୍ୟ ପୁସ୍ତକ ବିକ୍ରି ଘଟଣାରେ ଖୋର୍ଦ୍ଧା ଜିଲ୍ଲା ଦେଉଳି କ୍ଲଷ୍ଟର ସିଆର୍ସିସି ମନମୋହନ ମିଶ୍ର ସସ୍ପେଣ୍ଡ୍ ହୋଇଛନ୍ତି।
ତଦନ୍ତ କରି ସସ୍ପେଣ୍ଡ କରିଛନ୍ତି ବୋଲଗଡ଼ ବ୍ଲକ ଶିକ୍ଷାଧିକାରୀ। ବହି ବିକ୍ରି ଓ ଲୋକଙ୍କ ଦ୍ବାରା ହଟହଟା ଭିଡିଓ ଭାଇରାଲ ହୋଇଥିଲା।
Credible Local News of Odisha