ବସ ଓ ଟ୍ରକ ମୁଁହାମୁହିଁ ଧକ୍କା ଜଣେ ଗୁରୁତର

ବାଲେଶ୍ଵର ଜିଲ୍ଲା ଖଇରା ମେଡ଼ିକାଲ ନିକଟରେ ବିଳମ୍ବିତ ରାତିରେ ଛିଡା ହୋଇଥିବା ଚକାଡୋଳା ବସ ସହିତ ବାଲିବୁଝେଇ ଟ୍ରକ ଧକ୍କା ଦେଇଥିଲେ ଫଳରେ ଟ୍ରକ ଥିବା ହେଲପର ଗୁରୁତର ଅବସ୍ଥାରେ ମେଡ଼ିକାଲ ଭର୍ତ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version