ବସ୍‌ ମାଲିକଙ୍କୁ ଯେଭଳି ଅସୁବିଧା ନହେବ, ସେଥିପ୍ରତି ବି ଦୃଷ୍ଟି ଦିଆଯିବ: ମନ୍ତ୍ରୀ

ବସ୍‌ ମାଲିକ ସଂଘ ସହ ଆଲୋଚନା ଶେଷ ହେବା ପରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ବସ୍‌ ମାଲିକ ସଂଘ ସେମାନଙ୍କ ପ୍ରସ୍ତାବ ୩୦ ତାରିଖ ସୁଦ୍ଧା ଲିଖିତ ଭାବେ ଦେବେ । ବସ୍‌ ମାଲିକ ଓ ସରକାରଙ୍କ ଲକ୍ଷ୍ୟ ସମାନ, ପରିବହନ ସେବା ଯୋଗାଇବା।

ବସ୍‌ ମାଲିକଙ୍କୁ ଯେଭଳି ଅସୁବିଧା ନହେବ, ସେଥିପ୍ରତି ବି ଦୃଷ୍ଟି ଦିଆଯିବ । କୌଣସି ଆନ୍ଦୋଳନ କରାଯିବନି, ଆଲୋଚନାରେ ସମାଧାନ ହେବ । ଯେଉଁଠି ବସ୍‌ ଚାଲୁନଥିଲା ସେଠି ଆମେ ବସ୍‌ ଚଳାଉଛୁ ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes