ବସ୍ ଟ୍ରକ୍ ପାଇଁ ସ୍ଥିର ହେବ ରିଟେଲ୍ ଆଉଟଲେଟ୍

କଟକ ପରିବହନ କମିଶନରଙ୍କ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବସ୍‌, ଟ୍ରକ ପାଇଁ ସ୍ୱତନ୍ତ୍ର ପେଟ୍ରୋଲ ପମ୍ପ ରିଜର୍ଭ ରଖିବାକୁ ନିଷ୍ପତ୍ତି ହୋଇଛି।

ପ୍ରତି ଜିଲ୍ଲାରେ ବସ୍, ଟ୍ରକ୍ ପାଇଁ ରିଟେଲ୍ ଆଉଟଲେଟ୍ ସ୍ଥିର କରାଯିବ। ପୂର୍ବରୁ ଯେଉଁ ଟାଙ୍କିରୁ ତେଲ ଭରୁଥିଲେ, ସେସବୁର ତାଲିକା ଦେବେ, ସେସବୁ ଆଉଟ୍‌ଲେଟ୍‌ରେ ଆବଶ୍ୟକୀୟ ଡିଜେଲ ମହଜୁଦ ରହିବ।ଯାହା ଫଳରେ ବସ୍ ଓ ଟ୍ରକ୍‌ ଚଳାଚଳରେ କୌଣସି ସମସ୍ୟା ହେବନି କହିଛନ୍ତି କମିଶନର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes