ବସ୍‌-ଆମ୍ବୁଲାନ୍ସ ସାମ୍ନାସାମ୍ନି ଧକ୍କା; ୧୬ ଆହତ

ଆମ୍ବୁଲାନ୍ସଟି ଜଣେ ଗର୍ଭବତୀ ନେଇ ଯାଉଥିବା ବେଳେ ଭଦ୍ରକ ଜିଲ୍ଲା ଅରଞ୍ଜି ଛକ ନିକଟରେ ପରସ୍ପରକୁ ଧକ୍କା ଦେଇଥିଲେ।

ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର ଥିବାବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭାରସାମ୍ୟ ହରାଇ ଓଲଟିବାରୁ ୧୫ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଭଦ୍ରକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes