ବସ୍‌ରୁ ଜଣେ ଯାତ୍ରୀଙ୍କ ଠାରୁ ୪ ପେଟି ଟଙ୍କା ଜବତ

କଟକ ଟାଙ୍ଗୀ ଟୋଲଗେଟ୍ ନିକଟରେ ଗଞ୍ଜେଇ ସନ୍ଦେହରେ ଚଢ଼ାଉ ବେଳେ ଜଣେ ଯାତ୍ରୀଙ୍କ ଠାରୁ ୪ ପେଟି ଟଙ୍କା ଜବତ ହୋଇଛି।

ପେଟିରେ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଥିବା ଅନୁମାନ କରାଯାଉଛି। ବସଟି କଟକରୁ କୋଲକାତା ଯାଉଥିଲା। ପୁଲିସ ବସକୁ ଜବତ କରିବା ସହ ଜଣକୁ ଅଟକ ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes