ବସ୍‌କୁ ଧକ୍କା ଦେଲା ଟ୍ରକ୍‌; ୧୦ ଗୁରୁତର, ୫ ଆହତ

ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଖମଣ ନିକଟରେ ବସ୍ ଦୁର୍ଘଟଣା ଘଟିଛି।

ଭୁବନେଶ୍ବରରୁ ରାଉରକେଲା ଯାଉଥିଲା ‘ଅନୁପମା’ ବସ୍ । ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes