ବଳଦ ପାଟିରେ ଫୁଟିଲା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡ ଗ୍ରାମର ଏକ କାଜୁ ବିଗିଚାରେ ଗୁରୁବାର ସକାଳେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀ ମାନେ ବିଛାଇଥିବା ବୋମା ବଳଦ ଖାଇବାରୁ ପାଟିରେ ଫୁଟି ଯାଇ ବଳଦର ପାଟି ଓ ମୁହଁରେ ଗଭୀର କ୍ଷତ ହୋଇ ବଳଦଟି ରକ୍ତ ଜୁଡୁ ବୁଡୁ ହୋଇ ଗୁରୁତର ହୋଇଛି।

ବଳଦଟି ତଣ୍ଡ ଗ୍ରାମର ଚତୁର୍ଭୁଜ ପଲେଇଙ୍କ ବୋଲି ଜଣା ପଡ଼ିଛି।

Leave a Comment