ବଳଙ୍ଗା ପୀଡ଼ିତାଙ୍କୁ କରାଗଲା ଏୟାରଲିଫ୍ଟ

ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସରୁ ଦିଲ୍ଲୀକୁ ଏୟାରଲିଫ୍ଟ କରାଗଲା।ପୀଡ଼ିତାଙ୍କ ସହ ଯାଉଛନ୍ତି ପରିବାର ଲୋକ। ଗତକାଲି ପୀଡ଼ିତାଙ୍କୁ ଜାଳିଦେବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes