ବଲେରୋ ଓ ବାଇକ ମଧ୍ୟରେ ଧକ୍କା, ବାପପୁଅ ଗୁରୁତର

ଆଜି ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗାନ୍ଧୀ ଛକ ନିକଟରେ ଏକ ବୋଲେରୋ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଆରୋହୀ ବାପପୁଅ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଗୁରୁତର ଦ୍ୱୟ ମନମୁଣ୍ଡା ଥାନା ଧୁଙ୍ଗିଆ ପଦର ଗ୍ରାମର ମାନସ କର୍ମୀ ଓ ତାଙ୍କ ପୁଅ ଆୟୁଷ୍ମାନ୍ ବୋଲି ସୂଚନା ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version