ବଲାଙ୍ଗୀରରେ ଆଜିକାର ତାପମାତ୍ରା 43.7 ଡିଗ୍ରୀ June 14, 2022 by Odisha ଆଜି ଦିନବେଳା ବଲାଙ୍ଗୀର ସହରରେ ତାପମାତ୍ରା 43.7 ଡିଗ୍ରୀ ଥିବା ବେଳେ ଟିଟିଲାଗଡ଼ରେ ଥିଲା 42.4 ଡିଗ୍ରୀ l