ବଲାଙ୍ଗିର ଯୋଗାଣ ବିଭାଗରେ ଯୌନ ନିର୍ଯାତନା ଅଭିଯୋଗ ମାମଲା: ୨ ଜଣଙ୍କୁ ମୁହାଁମୁହିଁ ଜେରା

ବଲାଙ୍ଗିର ଯୋଗାଣ ବିଭାଗରେ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଅଭିଯୋଗକାରିଣୀ ଓ ଅଭିଯୁକ୍ତଙ୍କୁ ଲୋକାଲ କଂପ୍ଲେନ କମିଟି ମୁହାଁମୁହିଁ ଜେରା କରିଛି।

ପ୍ରଥମଥର ପାଇଁ ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀଙ୍କୁ ଜେରା କରାଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉଭୟଙ୍କୁ ମୁହାଁମୁହିଁ ଜେରା କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes